ରୋକ୍ ଶକ୍ Rok ṡak

  • ବୈଦେ. ବି (ଫା. ରୁଖ୍ସତ୍; ତୁଳ. ସଂ. ରୋକ=ନଗଦ+ଶୋଧ) — କୌଣସି ବିଷୟର ଶେଷ ମୀମାଂସା — Final decision of a matter
  • ବୈଦେ. ବି (ଫା. ରୁଖ୍ସତ୍; ତୁଳ. ସଂ. ରୋକ=ନଗଦ+ଶୋଧ) — ଦେଣାର ବା ଋଣର ବିବାକ ପରିଶୋଧ — Complete discharge or liquidation of a due or debt
  • ବୈଦେ. ବି (ଫା. ରୁଖ୍ସତ୍; ତୁଳ. ସଂ. ରୋକ=ନଗଦ+ଶୋଧ) — ହିସାବର ଶେଷ ବୁଝାଶୁଝା। — Final settlement of account
  • ବୈଦେ. ବି (ଫା. ରୁଖ୍ସତ୍; ତୁଳ. ସଂ. ରୋକ=ନଗଦ+ଶୋଧ) — ନଗଦ ଦେଣନେଣଦ୍ୱାରା ବ୍ଯବସାୟ — Cash transaction
  • ବୈଦେ. ବି (ଫା. ରୁଖ୍ସତ୍; ତୁଳ. ସଂ. ରୋକ=ନଗଦ+ଶୋଧ) — ବିବାଦର ଶେଷ ମୀମାଂସ — Final settlement of a dispute
  • ବୈଦେ. ବି (ଫା. ରୁଖ୍ସତ୍; ତୁଳ. ସଂ. ରୋକ=ନଗଦ+ଶୋଧ) — ବିବାଦର ବା ମକଦମାର ଆପୋଷିରେ ମୀମାଂସା — A compromise or amicable settlement of a case or dispute
  • ବୈଦେ. ବି (ଫା. ରୁଖ୍ସତ୍; ତୁଳ. ସଂ. ରୋକ=ନଗଦ+ଶୋଧ) — (ଫ. ରୋକ୍. ସଂ. ରୋକ=ନୌକା)— ନ୍ଯାୟବଳ ବା ସତରଞ୍ଜି ଖେଳରେ 'ନୌକା' ଚିହ୍ନିତ ଗୋଟି — The castle or 'rook' bits in the game at chess
  • ବୈଦେ. ବି (ଫା. ରୁଖ୍ସୂତ୍] — ଶେଷ ବିଦାୟଗ୍ରହଣ — Final parting between two persons; final taking of leave
  • ବୈଦେ. ବି (ଫା. ରୁଖ୍ସୂତ୍] — କର୍ମଚ୍ୟୁତି; କର୍ମ — ରାହିତ୍ୟ—. Discharge from a post; dismissal; dispensing with one's services
  • ବୈଦେ. ବି (ଫା. ରୁଖ୍ସୂତ୍] — ଅବସର; ଛୁଟି — Leave from service
  • ବୈଦେ. ବି (ଫା. ରୁଖ୍ସୂତ୍] — ଦାୟିତ୍ୱରୁ ନିଷ୍କୃତି — Exemption or release from a responsibility
  • ବୈଦେ. ବି (ଫା. ରୁଖ୍ସୂତ୍] — ବିଦାୟ ହେବାପାଇଁ ଅନୁମତି — Permission to take leave