ରୋକ୍ ଥୋକ୍ Rok thok
- ଦେ. କ୍ରି. ବିଣ (ସଂ. ରୋକ=ନଗଦ ଟଙ୍କା ଦେଇ ବସ୍ତୁକ୍ରୟ+ଧ୍ୱନ୍ୟନୁକାରୀ ସହଚର—ଠୋକ୍) — ନଗଦାନଗଦି; ଠଣାଠଣ; ନଗଦ ଦାମ୍ ଆଦାନପ୍ରଦାନପୂର୍ବକ; ଦସ୍ତବଦସ୍ତ; ହାତେ ହାତେ (ଟଙ୍କା ଦେବା) — In cash; in ready money
- ଦେ. କ୍ରି. ବିଣ (ସଂ. ରୋକ=ନଗଦ ଟଙ୍କା ଦେଇ ବସ୍ତୁକ୍ରୟ+ଧ୍ୱନ୍ୟନୁକାରୀ ସହଚର—ଠୋକ୍) — କୌଣସି କାର୍ଯ୍ୟ ସଙ୍ଗେସଙ୍ଗେ ବା ତତ୍କ୍ଷଣାତ୍ ମୀମାଂସା କରିବା ପ୍ରକାରେ; ଠୋଓଠା; ଠକ୍ଠାକ୍; ଠକାଠକ୍; ପଟାପଟ — Readily; promptly (doing a thing); immediately
- ଦେ. କ୍ରି. ବିଣ (ସଂ. ରୋକ=ନଗଦ ଟଙ୍କା ଦେଇ ବସ୍ତୁକ୍ରୟ+ଧ୍ୱନ୍ୟନୁକାରୀ ସହଚର—ଠୋକ୍) — [ଯଥା—ଖରିଦ ଦ୍ରବ୍ୟର ଦାମ ରୋକ୍ଠୋକ୍ ଦେଇଦେବା।]
- ବିଣ — ନଗଦ ଦିଆଯିବା (ଧନ) — (amount) paid in cash
- ବିଣ — [ଉ—ପାତ୍ରେ ଟିକିଏ ତେଜରେ କହିଲେ— ମୋର ଦୁଇ କନ୍ଯା ସକାଶେ ରୋକ୍ଠୋକ୍ ଦୁଇ ହଜାର ପାଇଛି—ଫକୀରମୋହନ, ଗଳ୍ପସ୍ୱଳ୍ପ।]
- ବିଣ — ସଙ୍ଗେ ସଙ୍ଗେ ମୀମାଂସିତ ବା କୃତ (କର୍ମ) — (act) Decided or done immediately; promptly or readily done
- ବିଣ — [ଯଥା—ମୋ କଥାର ରୋକ୍ଠୋକ୍ ଜବାବ ଦିଅ।]