ରୋକ୍ କରିବା Rok karibā

  • ଦେ. କ୍ରି — ଅଟକ କରିବା; ବାଧା ଦେବା — To restrain
  • ଦେ. କ୍ରି — ନିଷେଧ କରିବା — To prohibit or forbid
  • ଦେ. କ୍ରି — ରୋକିବା (ଦେଖ) — Rokibā (See)
  • ଦେ. କ୍ରି — ସମାଜରୁ ଅଟକ କରିବା — To ostracise a person