ରୋକସୋତ୍ Rokasot

  • ବୈଦେ. ବି (ଆ. ରୁଖ୍- ସତ୍) — ବିଦାୟ; ମେଲାଣି — Bidding good bye; farewell
  • ବୈଦେ. ବି (ଆ. ରୁଖ୍- ସତ୍) — [ଉ—ଆଉ ଆଉମାନଙ୍କୁ ରୋକସୋତ ଦେଲେ। ଫକୀରମୋହନ, ଛମାଣ ଆଠଗୁଣ୍ଠ।]
  • ବୈଦେ. ବିଣ — ବିଦାୟ ପ୍ରାପ୍ତ — Departed; permitted to go