ରେଢ଼ିବା Reṟḍ̠ẖibā
- ଦେ. କ୍ରି — ଅସମ୍ମାନ କରିବା — To disrespect
- ଦେ. କ୍ରି — ସ୍ୱାମୀଙ୍କ ଆଦେଶକୁ ଅବଜ୍ଞା କରିବା — To desregard the master's orders
- ଦେ. କ୍ରି — (ଆଦେଶ ଆଦି) ଏଡ଼ିବା; ଲଙ୍ଘନ କରିବା — To infringe or transgress (order etc)
- ଦେ. କ୍ରି — ଠେଁସିବା — To push
- ଦେ. କ୍ରି — କବାଟ ଆଦି ଚଉକାଠ ଦେହରେ ଠିକ୍ମତେ ନ ଲାଗି ଠେସିବା — Not to fit (said of a door not fitting well to a frame.)
- ଦେ. କ୍ରି — ରେଣ୍ଟି ଧରିବା; ଏକ ଜିଦି ଧରିବା — To insist on a particular thing