ରେଡିୟମ୍ Reḍiyam

  • ବୈଦେ. ବି (ଇଂ. ରାଡିଅମ୍) — ଖ୍ରୀ: 1898 ରେ ଆବିଷ୍କୃତ ଅଦ୍ଭୁତ ଶକ୍ତିବିଶିଷ୍ଟ ମୌଳିକ ଧାତୁ— ବିଶେଷ — ଖ୍ରୀ:1898ରେ ଆବିଷ୍କୃତ ଅଦ୍ଭୁତ ଶକ୍ତିବିଶିଷ୍ଟ ମୌଳିକ ଧାତୁ— ବିଶେଷ—Radium
  • ବୈଦେ. ବି (ଇଂ. ରାଡିଅମ୍) — [ଦ୍ର—ଏ ଧାତୁ ଅସାଧାରଣ ଅଟେ। ଏହାକୁ ଶକ୍ତିର ସଞ୍ଚିତରୂପ ବୋଲି ବିବେଚନା କରାଯାଏ। ଏହା ଉଜ୍ଜ୍ୱଳ। ଏ ଧାତୁର ଆବିଷ୍କାରଦ୍ୱାରା ପରମାଣୁ ସମ୍ବନ୍ଧୀୟ ବୈଜ୍ଞାନିକ ସିଦ୍ଧାନ୍ତରେ ବହୁତ ପରିବର୍ତ୍ତନ ଘଟିଅଛି।]