ରେଣୁ ରୂଷିତ Reṇu rūshita

  • ସଂ. ବିଣ. ( 3 ୟା ତତ୍; ରେଣୁ=ଧୂଳି ଦ୍ୱାରା ରୂଷିତ= ରଞ୍ଜିତ) — ଧୂଳି ସରସର — Besmeared with dust; smeared over with dust
  • ସଂ. ବି — ଗର୍ଦଭ; ଗଧ — The ass