ରେସିଡଣ୍ଟ୍ Resiḍaṇṭ

  • ବୈଦେ. ବି — (ଇଂ. ରେସିଡେଣ୍ଟ୍)—ମିତ୍ର ରାଜାଙ୍କ ସଭାରେ ସମ୍ରାଟଙ୍କ ପକ୍ଷରୁ ପ୍ରତିନିଧି ରୂପେ ନିଯୁକ୍ତ ରାଜ କର୍ମଚାରୀ — A Resident in the court of a Feudatory Chief. representing the paramount power
  • ବୈଦେ. ବି — [ଉ— ରେସିଡେଣ୍ଟଃ ପ୍ରେସିଡ଼େଣ୍ଟଃ ସୁପ୍ରିଡ଼େଣ୍ଟ ସ୍ତଥୈବତ, ତ୍ରୟୋଡେଣ୍ଟାଃ, ସମାଯୁକ୍ତାଃ ରାଜ୍ୟନାଶସ୍ୟ ହେତବଃ। କୌତୁକ ଶ୍ଳୋକଃ।]
  • ବୈଦେ. ବି — [ଦ୍ର— ସ୍ୱାଧୀନ ଓ ମିତ୍ର ରାଜ୍ୟ (ଯଥା— କାଶ୍ମୀର, କାବୁଲ)ମାନଙ୍କ ରାଜ ଦରବାରରେ ନିଯୁକ୍ତ ଇଂରାଜ କର୍ମଚାରୀଙ୍କ ନାମ ରେସିଡେଣ୍ଟ୍ — Residentଓ କରଦ ମିତ୍ର ରାଜସଭାର ନିଯୁକ୍ତ ଇଂରେଜ କର୍ମଚାରୀଙ୍କ ନାମ ପୋଲିଟିକାଲ୍ ଏଜେଣ୍ଟ୍Political Agent
  • ବୈଦେ. ବି — [ଉ— ତତ୍ତତ୍ ରାଜାମାନଙ୍କ ସଙ୍ଗେ ସରକାରଙ୍କର ଏହି ରେସିଡେଣ୍ଟମାନଙ୍କ ଜରିଆରେ ପତ୍ରାଦିର ଆଦାନ ପ୍ରଦାନ ହୁଏ।]