ରେଶମ ଲୁଗା Reṡama lugā

  • ଦେ. ବି — ରେଶମ ସୂତାରେ ତିଆରି ଲୁଗା — Silk cloth
  • ଦେ. ବି — [ଦ୍ର—ଏହିପରି ରେଶମ ଶାଢ଼ୀ, ରେଶମ ଧୋତି, ରେଶମ ଚାଦର ପ୍ରଭୃତି ମଧ୍ୟ ହୁଏ।]