ରେଳ୍ କୁମ୍ପାନୀ Reḻakumpānī

  • ବୈଦେ. ବି. (ଇଂ. ରେଳ+ କମ୍ପାନୀ) — ରେଲ୍ୱେ ତିଆରି କରି ତହିଁରେ ଗାଡ଼ି ଚଳାଉଥିବା ଯୌଥ କାରବାରୀ ବ୍ଯବସାୟୀଙ୍କ ଦଳ — Railway company