ରେଳବାଗିନି Reḻa bāgini

  • ବୈଦେ. ବି. — [ଇଂ. ରେଲୱେ ୱାଗନ]— ରେଲ ଗାଡ଼ିର ଖଣ୍ତିଏ ସ୍ୱତନ୍ତ୍ର ଗାଡ଼ି ବା ଡବା — Rail waggon
  • ବୈଦେ. ବି. — [ଦ୍ର— କିନ୍ତୁ ସାଧାରଣତଃ ଏହା ଖଣ୍ଡିଏ ମାଲ ଡବା ବା — Goods waggonକୁ ବୁଝାଇ ଥାଏ]