ରେଳଚଲେଇବା Reḻa chāleibā
- ଦେ. ବି — କୌଣସି ଅଞ୍ଚଳରେ ନୂତନ ରେଳ ପଥ ପକାଇ ସେହି ଅଞ୍ଚଳରେ ରେଳଗାଡ଼ି ଚଳିବାର ସୂତ୍ରପାତ କରିବା — To open up a place for railway traffic
- ଦେ. ବି — ରେଳ ଗାଡ଼ିର ଏଞ୍ଜିନ୍କୁ ନିୟନ୍ତ୍ରିତ କରି ରେଳ ଗାଡ଼ିକୁ ଗତି ବିଶିଷ୍ଟ କରିବା — To drive a railway engine or train (by guiding the engine.)