ରେଲ୍ ପାସ୍ Rel pās
- ବୈଦେ. ବି (ଇଂ. ରେଲୱେ ପାସ୍) — ରେଳ— ଗାଡ଼ିରେ ଭଡ଼ା ନ ଦେଇ କିମ୍ବା ଅଳ୍ପ ଭଡ଼ା ଦେଇ ଚଢ଼ି ବୁଲିବା ପାଇଁ ରେଳ କମ୍ପାନୀ ତାଙ୍କ କର୍ମଚାରୀଆଦିଙ୍କୁ ଯେଉଁ ଛାଡ଼ ଚିଠି ଦେଇ ଥାଆନ୍ତି — Railway pass
- ବୈଦେ. ବି (ଇଂ. ରେଲୱେ ପାସ୍) — [ଦ୍ର—ଏହା 3 ପ୍ରକାର। ଯଥା — [ଦ୍ର—ଏହା3ପ୍ରକାର ଯଥା
- ବୈଦେ. ବି (ଇଂ. ରେଲୱେ ପାସ୍) — ଫ୍ରିପାସ୍ — (Free Pass)=ବିନା ଭଡ଼ାରେ ରେଳ ଚଢ଼ିବା ପାଇଁ ଛାଡ଼
- ବୈଦେ. ବି (ଇଂ. ରେଲୱେ ପାସ୍) — ସିଜନ୍ ପାସ୍ — (Season Pass)=ନିର୍ଦ୍ଦିଷ୍ଟ କାଳ ଲାଗି ଅଳ୍ପ ଭଡ଼ାରେ ରେଳ ଚଢ଼ି ବୁଲିବା ପାଇଁ ଛାଡ଼
- ବୈଦେ. ବି (ଇଂ. ରେଲୱେ ପାସ୍) — କନ୍ସେସନ୍ ପାସ — (Concession Pass) =ବିଶିଷ୍ଟ ଘଟନା ବା ପର୍ବାଦି ଉପଲକ୍ଷରେ ଯାତ୍ରୀଆଦିଙ୍କୁ କମ୍ ଭଡ଼ାରେ ବା ଏକ ଶ୍ରେଣୀର ଭଡ଼ା ଦେଇ ତା ଉପର ଶ୍ରେଣୀ ରେଳରେ ଯାତାୟାତ କରିବା ପାଇଁ ଦିଆଯିବା ଛାଡ଼]