ରେଲିଙ୍ଗ୍ Reliṇg

  • ବୈଦେ. ବି —[ଇଂ. ରେଲିଙ୍ଗ୍] — ଲୁହାର ଲମ୍ବା ଛଡ଼, ଯାହା କି ବାଡ଼ ଆଦିରେ ଦିଆ ହୁଏ— (ରେଲିଂ—ଅଶୁଦ୍ଧରୂପ) — Iron railing
  • ବୈଦେ. ବି —[ଇଂ. ରେଲିଙ୍ଗ୍] — [ଉ—କାଠ ରେଲିଙ୍ଗ୍ ବେଢ଼ା ନଜରଖାନା ଗାରଦ ଘରର ଗୋଟାଏ କୋଣରେ ବାଡ଼କୁ ଆଉଜି ଆଖିବୁଜି ଗୋଟିଏ ଆସାମୀ ବସିଅଛି। ଫକୀରମୋହନ. ଛମାଣ ଆଠଗୁଣ୍ଠ।]