ରେଲି ବ୍ରଦର୍ Reli bradar

  • ବୈଦେ ବି—(ଇଂ. ରାଲି ବ୍ରଦର୍ସ) — ବିଲାତର ମାଞ୍ଚେଷ୍ଟରରେ ପ୍ରତିଷ୍ଠିତ ଭାରତବାସୀଙ୍କ ପାଇଁ ଅଭିପ୍ରେତ କଳ-ବସ୍ତ୍ର ବ୍ଯବସାୟୀ କମ୍ପାନୀ — Ralli Brothers; a company of manufacturers and traders of English mill-made clothes for India
  • ବୈଦେ ବି—(ଇଂ. ରାଲି ବ୍ରଦର୍ସ) — [ଦ୍ର—ଏ କମ୍ପାନୀ ଭାରତବର୍ଷ ଆଦି ଦେଶରୁ କପା ଓ ତୁଳା କିଣି ନେଇ ବିଲାତର କଳ କାରଖାନାରେ ଲୁଗା, ଆଦି ବୁଣାଇ ପୁଣି ସେହି ଲୁଗାମାନ ବିକ୍ରୀ କରିବା ପାଇଁ ଭାରତକୁ ପଠାଉ ଅଛନ୍ତି ଏବଂ ଏମାନଙ୍କ ସ୍ୱାର୍ଥ ପ୍ରଣୋଦିତ ଅନୁଗ୍ରହରୁ ଭାରତରେ ଘରେ ଘରେ ନାନା ପ୍ରକାରର ବିଲାତି ଲୁଗା ଭରତି ହୋଇ ଯାଇଅଛି।]