ରେରେକାର Rerekāra

  • ଦେ. ବି — ଶତ୍ରୁଆକ୍ରମଣକାରୀର ଅସ୍ଫାଳନ ଶବ୍ଦ — The roaring or challenge of a warrior while attacking an enemy
  • ଦେ. ବି — [ଉ—ବିସ୍ତାରେ ରେରେକାର ଶୁଭୁଅଛି, ବହ୍ନିଯୋଗ ପ୍ରାୟେ ଜିହ୍ୱା ଜଳୁଛି। ଭଞ୍ଜ. ବୈଦେହୀଶବିଳାସ।]