ରେବତୀ ଜାନି Rebatī jāni

  • ସଂ. ବି. (ବହୁବ୍ରୀହି) — (ରେବତୀ ଅଟନ୍ତି ଜାୟା ଯାହାଙ୍କର ଜାୟା ସ୍ଥାନରେ=ଜାନି ଆଗମ; ତୁଳ. ଯୁବଜାନି।)—ରେବତୀରମଣ (ଦେଖ) — Rebatiramaṇa. (See)