ରେଫରେନ୍ସ୍ Repharens

  • ବୈଦେ. ବି (ଇଂ. ରେଫରେନ୍ସ୍) — ଜ୍ଞାତବ୍ୟ ବିଷୟର ଆଲୋଚନା ବା ଅନୁସନ୍ଧାନ; ଅଭିଜ୍ଞାନ — Reference
  • ବୈଦେ. ବି (ଇଂ. ରେଫରେନ୍ସ୍) — (କଚିରିଆ) କୌଣସି ଆଇନ୍
  • ବୈଦେ. ବି (ଇଂ. ରେଫରେନ୍ସ୍) — ଗତ ବିଷୟରେ ବା ମକଦ୍ଦମାରେ ନିମ୍ନ ଅଦାଲତଙ୍କ ନିଷ୍ପତ୍ତିକୁ ରଦ୍ କରିବା ପାଇଁ ମଧ୍ୟବର୍ତ୍ତୀ କୋର୍ଟଦ୍ୱାରା ଉଚ୍ଚତର କୋର୍ଟକୁ ପ୍ରେରଣ — 2. Reference by a Judge to the High Court on a point of law decided by a lower Court