ରେତ୍ର Retra
- ସଂ. ବି. (ରୀ ଧାତୁ=ଗମନ କରିବା, କ୍ଷରିବା+କର୍ତ୍ତୃ. ର) — ଶୁକ୍ର — Semen
- ସଂ. ବି. (ରୀ ଧାତୁ=ଗମନ କରିବା, କ୍ଷରିବା+କର୍ତ୍ତୃ. ର) — ପଟ୍ଟବସ୍ତ୍ର — Silk cloth
- ସଂ. ବି. (ରୀ ଧାତୁ=ଗମନ କରିବା, କ୍ଷରିବା+କର୍ତ୍ତୃ. ର) — ପାରଦ — Mercury
- ସଂ. ବି. (ରୀ ଧାତୁ=ଗମନ କରିବା, କ୍ଷରିବା+କର୍ତ୍ତୃ. ର) — ଅମୃତ — Nectar (Apte)
- ସଂ. ବି. (ରୀ ଧାତୁ=ଗମନ କରିବା, କ୍ଷରିବା+କର୍ତ୍ତୃ. ର) — ସୁବାସିତ ଚୂର୍ଣ୍ଣ — Perfumed powder (Apte)