ରେଟ୍ ଧରିବା Reṭ dharibā
- ଦେ. ବି — ଗୋଟିଏ ନିୟମରେ କାର୍ଯ୍ୟ ହେବା ପାଇଁ ଜିଗର କରିବା, ରେଣ୍ଟି ଧରିବା — 1. To insist on a rule being strictly followed
- ଦେ. ବି — କୌଣସି ଦ୍ରବ୍ୟ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି କରିବା ପାଇଁ ଜିଗର କରିବା — To insist on selling a thing at a fixed rate