ରେଞ୍ଜ୍ Ren̄j

  • ବୈଦେ. ବି. (ଇଂ. ରେଞ୍ଜ୍) — ସରକାରୀ ବନ ବିଭାଗ ଓ ଅନ୍ଯାନ୍ୟ ବିଭାଗର ଶାସନ ସୌକର୍ଯ୍ୟାର୍ଥ ବିଭକ୍ତ ହୋଇଥିବା ଜିଲ୍ଲାର ବା ଅଞ୍ଚଳର ଭିନ୍ନ ଭିନ୍ନ ଖଣ୍ଡ — A range or subdivision