ରେଜିଷ୍ଟରୀ କରିବା Rejishṭarī karibā
- ଦେ. କ୍ରି. (ଇଂ. ରେଜିଷ୍ଟର୍) — ସାଧାରଣ ପକ୍ଷମାନଙ୍କ ସଂପାଦିତ ଦଲିଲକୁ ରେଜିଷ୍ଟାର୍ ଚିହ୍ନଟ କରିବା — To register a document (said of a Registration Officer)
- ଦେ. କ୍ରି. (ଇଂ. ରେଜିଷ୍ଟର୍) — ଆପେ ଲେଖିଥିବା ଓ ସଂପାଦନ କରିଥିବା ଦଲିଲରେ ଆପଣାର ସ୍ୱାକ୍ଷରକୁ ରେଜିଷ୍ଟାର୍ଙ୍କ ସମ୍ମୁଖରେ ସ୍ୱୀକାର କରିବାଦ୍ୱାରା ହାକିମଙ୍କ ଦ୍ୱାରା ତାହା ରେଜିଷ୍ଟରୀ କରାଇବା — To admit the execution of a document and so to enable the Registrar to register it