ରେଜଷ୍ଟାର୍ Rejashṭar
- ବୈଦେ. ବି. (ଇଂ. ରେଜିଷ୍ଟ୍ରାର) — ଦଲିଲ ଆଦିକୁ ଚିହ୍ନିତ କରିବା ପାଇଁ ନିଯୁକ୍ତ ରାଜକର୍ମଚାରୀ — An officer for registration of deeds
- ବୈଦେ. ବି. (ଇଂ. ରେଜିଷ୍ଟ୍ରାର) — ହାଇକୋଟ୍ର ପ୍ରଧାନ ଅଧସ୍ତନ କର୍ମଚାରୀ — Registrar of a High Court
- ବୈଦେ. ବି. (ଇଂ. ରେଜିଷ୍ଟ୍ରାର) — ବିଶ୍ୱବିଦ୍ୟାଳୟର ପ୍ରଧାନ ଅଧସ୍ତନ କର୍ମଚାରୀ — Registrar of a university