ରେଜଷ୍ଟାରୀ Rejashṭarī

  • ବୈଦେ. ବି. (ଇଂ. ରେଜିଷ୍ଟାର, ରେଜିଷ୍ଟ୍ରୀ) — ନିର୍ଦ୍ଧାରିତ ନିୟମ ଅନୁସାରେ ନିର୍ଦ୍ଧାରିତ ସମ୍ବାଦ ଲିପିବଦ୍ଧ ହେବା ନିମନ୍ତେ ବ୍ଯବହୃତ ବହି — Register
  • ବୈଦେ. ବି. (ଇଂ. ରେଜିଷ୍ଟାର, ରେଜିଷ୍ଟ୍ରୀ) — (ଇଂ. ରେଜିଷ୍ଟ୍ରୀ, ରେଜିଷ୍ଟ୍ରେସନ୍) ନିର୍ଦ୍ଧାରିତ ନିୟାମାନୁସାରେ ନିର୍ଦ୍ଧାରିତ ବିଷୟମାନ ଲିପିବଦ୍ଧ କରିବା କାର୍ଯ୍ୟ — Registration
  • ବୈଦେ. ବି. (ଇଂ. ରେଜିଷ୍ଟାର, ରେଜିଷ୍ଟ୍ରୀ) — ନିର୍ଦ୍ଧାରିତ ନିୟମାନୁସାରେ ପକ୍ଷମାନଙ୍କ ସ୍ୱାକ୍ଷରିତ ବା ସମ୍ପାଦିତ ଦଲିଲମାନଙ୍କୁ ଚିହ୍ନିତ କରିବା ପ୍ରକ୍ରିୟା — Registration of private documents