ରେଚି (ଧାତୁ) Rechi (root)

  • ସଂ.—(ରିଚ୍ ଧାତୁ+ଣିଚ୍) — ନିଃସରଣ କରାଇବା; ଅଜାଡ଼ିବା — To pour out
  • ସଂ.—(ରିଚ୍ ଧାତୁ+ଣିଚ୍) — ଝାଡ଼ା କରାଇବା — To cause liquid motion to purge