ରେଙ୍ଗାମ୍ Reṇgām

  • ବୈଦେ. ବି. (ନାମ) (ଇଂ. ରେଙ୍ଗୁନ୍) — ରଙ୍ଗୁନ୍; ବ୍ରହ୍ମଦେଶର ରାଜଧାନୀ ଓ ବନ୍ଦର — Rangoon; the chief town and sea port of Burma
  • ବୈଦେ. ବି. (ନାମ) (ଇଂ. ରେଙ୍ଗୁନ୍) — [ଦ୍ର—ଏହି ବନ୍ଦର ଇରାବତୀ ନଦୀର ମୁହାଣରେ ଅବସ୍ଥିତ।]