ରେଗଡ଼ା ଘାସ Regaṟḍ̠ā ghāsa
- ଦେ. ବି — ବାଲିରେ ଉଠିବା ଏକପ୍ରକାର ଘାସ — A kind of grass growing on sand (with succulent long roots)
- ଦେ. ବି — [ଦ୍ର—ଏହାର ପତ୍ରମାନ ସରୁ; କିନ୍ତୁ ବାଲି ମଧ୍ୟରେ ଥିବା ଏହାର ଚେରମାନ ଲମ୍ବା, ସ୍ଥୂଳ ଓ ଶୁକ୍ଳବର୍ଣ୍ଣ। ଏହି ଚେର ଭାରି ରସୁଆଳ ଥିବାରୁ ଏଗୁଡ଼ିକୁ ଖୋଳି ଗୋରୁଙ୍କୁ ଖାଇବାକୁ ଦିଆଯାଏ।]