ରେଗୁଲେଶନ୍ Reguleṡan
- ବୈଦେ. ବି. (ଇଂ. ରେଗୁଲେସନ୍) — ବିଶିଷ୍ଟ ବିଧି — Special rule
- ବୈଦେ. ବି. (ଇଂ. ରେଗୁଲେସନ୍) — କାନୁନ୍; ସ୍ଥାନୀୟ ବା ଭାରତୀୟ ଗଭର୍ଣ୍ଣମେଣ୍ଟଙ୍କ ପ୍ରବର୍ତ୍ତିତ ବିଶିଷ୍ଟ ବିଧି ବା ପଦ୍ଧତି ସମ୍ବଳିତ ଆଇନ୍ — Regulation promulgated by any local or the India Government