ରେଗୁଲେଶନ୍ ଲାଠି Regulesan lāṭhi
- ଦେ. ବି. (ଇ. ରେଗୁଲେଶନ୍+ସଂ. ଯଷ୍ଟି) — ପୋଲିସ୍ କନଷ୍ଟବଲ୍ମାନଙ୍କ ବ୍ଯବହୃତ ଲମ୍ବ ଯଷ୍ଟି — Regulation lathis used by constables of Indian Police
- ଦେ. ବି. (ଇ. ରେଗୁଲେଶନ୍+ସଂ. ଯଷ୍ଟି) — [ଦ୍ର—ବନ୍ଧୁକର ବିନା ସାହାଯ୍ଯରେ ଅବୈଧ ଜନତାକୁ ଓ ମେଳିକୁ ଭାଙ୍ଗି ଲୋକଙ୍କୁ ଘଉଡ଼ାଇ ଦେବା ଓ ଶାନ୍ତି ରକ୍ଷା କରିବା ପାଇଁ କନିଷ୍ଟବଲ୍ମାନେ ଏପରି ଲାଠି ବ୍ଯବହାର କରିବା ପାଇଁ ବଡ଼ଲାଟ ସାହେବ ତାଙ୍କ କାନୁନ୍ (ରେଗୁଲେସନ) ଦ୍ୱାରା ନିୟମ ଜାରି କରି ଅଛନ୍ତି; ଏ ଯଷ୍ଟିର ଉଚ୍ଚତା 5 ଫୁଟ୍ ଓ ବ୍ୟାସ 1.5 ଇଞ୍ଚ।] — [ଦ୍ର—ବନ୍ଧୁକର ବିନା ସାହାଯ୍ଯରେ ଅବୈଧ ଜନତାକୁ ଓ ମେଳିକୁ ଭାଙ୍ଗି ଲୋକଙ୍କୁ ଘଉଡ଼ାଇ ଦେବା ଓ ଶାନ୍ତି ରକ୍ଷା କରିବା ପାଇଁ କନିଷ୍ଟବଲ୍ମାନେ ଏପରି ଲାଠି ବ୍ଯବହାର କରିବା ପାଇଁ ବଡ଼ଲାଟ ସାହେବ ତାଙ୍କ କାନୁନ୍ (ରେଗୁଲେସନ) ଦ୍ୱାରା ନିୟମ ଜାରି କରି ଅଛନ୍ତି; ଏ ଯଷ୍ଟିର ଉଚ୍ଚତା5ଫୁଟ୍ ଓ ବ୍ୟାସ1.5ଇଞ୍ଚ]