ରେଗିସ୍ଥାନ୍ Registhān

  • ବୈଦେ. ବି. (ଫା. ରେଗ୍=ବାଲି; ରେଗିସ୍ତାନ= ବାଲୁକାମୟ ପ୍ରଦେଶ — ମରୁ ଦେଶ — Desert
  • ବୈଦେ. ବି. (ଫା. ରେଗ୍=ବାଲି; ରେଗିସ୍ତାନ= ବାଲୁକାମୟ ପ୍ରଦେଶ — ମାରବାଡ଼ ଦେଶ — The country of Marwar