ରେଗିସନ୍ Regisan

  • ବୈଦେ. ବି. (ଇଂ. ଇରିଗେସନ୍) — ଗଭର୍ଣ୍ଣମେଣ୍ଟଙ୍କର କୃତ୍ରିମ ନାଳ ଦ୍ୱାରା କ୍ଷେତ୍ରକୁ ଜଳ ଯୋଗାଇବା ବିଭାଗ — The Irrigation Section of the Public Works Department of the Government