ରେକିଟିବା Rekiṭibā
- ଦେ. କ୍ରି — ହାଡ଼ରେ ଲାଗିଥିବା ମାଂସର ଅଂଶକୁ ପୃଥକ୍ କରିବା ପାଇଁ ଉକ୍ତ ହାଡ଼କୁ ଦାନ୍ତଦ୍ୱାରା ପୁନଃ ପୁନଃ ଚର୍ବଣ କରିବା — To nibble at a thing with the teeth to separate the softer parts adhering to it (such as a piece of bone)
- ଦେ. କ୍ରି — [ଦ୍ର—ଟିକି ଟିକି କରିଣ କଳରେ ରେକିଟି, ଗିଳି ପାଣି ପିଇଲେ ଆଉଁସି ପେଟୁଟି—କୃଷ୍ଣସିଂହ, ମହାଭାରତ. ସଭା।]