ରେଓଚିନି Reochini
- ବୈଦେ. ବି. (ଫା. ରେବନ୍ଦ୍) — (ବୈଦ୍ଯକ) ଦୁଷ୍ଟ ବ୍ରଣ ଆଦି ପାଇଁ ଔଷଧରେ ବ୍ଯବହୃତ ଏକ ପ୍ରକାର ବୃକ୍ଷର ମୂଳ — A sort of medicinal root; Indian Rhubarb; Rheum Emodi
- ବୈଦେ. ବି. (ଫା. ରେବନ୍ଦ୍) — [ଦ୍ର—ଏହି ବୃକ୍ଷ ହିମାଳୟ ପ୍ରଦେଶରେ ଜାତ ହୁଏ; ଏଥିର ମୂଳ ବଳକାରକ ଓ ମୃଦୁବିରେଚକ; ଏବଂ ଅଜୀର୍ଣ୍ଣ, ଅତିସାର, ଅଗ୍ନିମାନ୍ଦ୍ୟ, ଅରୁଚି, ମଳବଦ୍ଧତା ଓ ଶୀତପିତ୍ତ ରୋଗରେ ଉପକାରୀ । ଏହାର ଚୂର୍ଣ୍ଣ ଦୁଷ୍ଟ କ୍ଷତ ଉପରେ ପକାଇଲେ ଉପକାର ହୁଏ—ଦ୍ରବ୍ଯଗୁଣ ।]