ରୂପ୍ (ଧାତୁ) Rūp (root)
- ସଂ — ଗଢିବା; ରୂପ ଯୁକ୍ତ କରିବା — To form to fashion (Apte)
- ସଂ — ଅଭିନୟ କରିବା — To represent on the stage; to act; to gesticulate (Apte)
- ସଂ — ପର୍ଯ୍ୟବେକ୍ଷଣ କରିବା — To mark; to behold; to observe care- fully (Apte)
- ସଂ — ଖୋଜିବା — To find out; to seek (Apte)
- ସଂ — ବିଚାର କରିବା; ଚିନ୍ତା କରିବା — To consider; to ponder over (Apte)
- ସଂ — ସ୍ଥିର କରିବା — To settle; to fix upon (Apte)
- ସଂ — ଅନୁସନ୍ଧାନ ବା ପରୀକ୍ଷା କରିବା — To investigate; to examine (Apte)
- ସଂ — ନିଯୁକ୍ତ କରିବା — To appoint (Apte)