ରୂପାଜୀବା Rūpājībā
- ସଂ. ବି. ସ୍ତ୍ରୀ—(ବହୁବ୍ରୀହି; ରୂପ=ସୌନ୍ଦର୍ଯ୍ୟ ଅଟେ ଆଜୀବ= ଜୀବିକା ଯାହାର; ରୂପ+ଅଜୀବ+ଆ) — ବେଶ୍ୟା; ବାରାଙ୍ଗନା; ଦାରୀ — Harlot; a whore; prostitute; a woman of the town; public woman
- ସଂ. ବି. ସ୍ତ୍ରୀ—(ବହୁବ୍ରୀହି; ରୂପ=ସୌନ୍ଦର୍ଯ୍ୟ ଅଟେ ଆଜୀବ= ଜୀବିକା ଯାହାର; ରୂପ+ଅଜୀବ+ଆ) — ନଟୀ; ମାହାରୀ — A dancing girl