ରୂପା ମକେଇ Rūpā makei

  • ଦେ. ବି (ସଂ. ରୌପ୍ୟ ଓ ମାକ୍ଷିକ) — (ବୈଦ୍ଯକ) ରୂପା, ଲୌହ ଓ ଗନ୍ଧକମିଶ୍ରିତ ପଦାର୍ଥବିଶେଷ; ତାର— ମାକ୍ଷିକ ନାମକ ଉପଧାତୁ ବିଶେଷ — Iron pyrites; Ferri Sulphuretum