ରୂପା ପାଟିଆ Rūpā pāṭiā

  • ପ୍ରାଦେ (ବାଲେଶ୍ୱର) ବି — ନଈ ମୁହାଣରେ ଧରାଯିବା ଏକପ୍ରକାର ସାମୁଦ୍ରିକ ମାଛ — A kind of sea fish caught in the mouths of rivers
  • ଦେ. ବି — ରୂପାରେ ନିର୍ମିତ ପାତଳା ପତ୍ର — Foils of silver
  • ଦେ. ବି — ଜହ୍ଲାମାଛ (ଦେଖ) — Jahlā fish (See)