ରୂପଯୌବନ ସମ୍ପନ୍ନ Rūpaj̄oūbana sampanna

  • ସଂ. ବି. ପୁଂ. (ଦ୍ୱନ୍ଦ୍ୱ ଓ 3 ୟା ତତ୍) — ଯାହାର ସୌନ୍ଦର୍ଯ୍ୟ ଓ ଯୁବାବସ୍ଥା ଉଭୟ ଅଛି — Beautiful and young