ରୂପକ୍ରାନ୍ତା Rūpakrāntā

  • ସଂ. ବି — 17 ଅକ୍ଷରବିଶିଷ୍ଟ ଏକ ବର୍ଣ୍ଣବୃତ୍ତ — 17ଅକ୍ଷରବିଶିଷ୍ଟ ଏକ ବର୍ଣ୍ଣବୃତ୍ତ— Name of metre of 17 syllables
  • ସଂ. ବି — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ ଜଗଣ, ରଗଣ, ଜଗଣ, ରଗଣ, ଜଗ ଓ 1 ଗୁରୁ ଓ 1 ଲଘୁମାତ୍ରା ଥାଏ ହି. ଶ.] — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ ଜଗଣ, ରଗଣ, ଜଗଣ, ରଗଣ, ଜଗ ଓ1ଗୁରୁ ଓ1ଲଘୁମାତ୍ରା ଥାଏ ହି. ଶ.]