ରୂପକାତିଶୟୋକ୍ତି Rūpakātiṡayokti

  • ସଂ. ବି — ଏକପ୍ରକାର ଅତିଶୟୋକ୍ତି ଅଳଙ୍କାର — A kind of hyperbole
  • ସଂ. ବି — [ଦ୍ର— ଏ ଅଳଙ୍କାରରେ କେବଳ ଉପମାନର ଉଲ୍ଲେଖରୁ ଉପମେୟମାନଙ୍କର ଅର୍ଥ ବୁଝାଯାଏ। ଯଥା—ଜଙ୍ଗମ— ହେମଲତା ପରେ ଚନ୍ଦ୍ରଦେବତା ଫଳ ଫଳିଛି ଲୋଟୁଅଛି ମହୀରେ—ସଙ୍ଗୀତ।]