ରୂପକ ସମାସ Rūpaka samāsa

  • ସଂ. ବି — ଯେଉଁ ସମସ୍ତପଦ ରୂପକ ଅଳଂକାରଯୁକ୍ତ ହୋଇଥାଏ — A compound word consisting of a metaphor
  • ସଂ. ବି — [ଯଥା— ମୁଖଚନ୍ଦ୍ର, ବଦନ ସରୋଜ, ପାଦପଦ୍ମ, କରକମଳ, ହୃଦ— ପଦ୍ମ, ବିଷୟାବିଷ।]