ରୂପକ ଶ୍ଳେଷ Rūpaka ṡḻesha
- ସଂ. ବି — କାବ୍ୟର ଅଳଂକାର ବିଶେଷ — A figure of speech
- ସଂ. ବି — [ଦ୍ର—ଏହା 5 ପ୍ରକାର ଯଥା; ବିରୁଦ୍ଧ; ସମସ୍ତ, ବ୍ୟସ୍ତରୂପକ, ଶିଷ୍ଟ ଓ ରୂପକ।] — [ଦ୍ର—ଏହା5ପ୍ରକାର ଯଥା; ବିରୁଦ୍ଧ; ସମସ୍ତ, ବ୍ୟସ୍ତରୂପକ, ଶିଷ୍ଟ ଓ ରୂପକ]
- ସଂ. ବି — [ଯଥା—ବାତଜ ପ୍ରଖର ଅତ୍ୟନ୍ତ ରାଜେନ୍ଦ୍ର କୋଦଣ୍ଡ ଉଦିତ ଯହିଁ, ବିଭୀଷଣ ଡାକ ଚଞ୍ଚଳାଗତିରେ ସୁମନା ପ୍ରଫୁଲ୍ଲ ତହିଁ ସେ, ବିବେକ କର ବିଦୂଷ। ବିଜନ୍ୟ ରୂପକ ଶ୍ଳେଷ ଭଞ୍ଜ. ବୈଦେହୀଶ ବିଳାସ।]