ରୂପ ରେଖିବା Rūpa rekhibā

  • ଦେ. କ୍ରି — ସୀମା—ରେଖା ଅଙ୍କନ କରି ଗୋଟିଏ ମୂର୍ତ୍ତି ଲେଖିବା — To draw the outlines of an image
  • ଦେ. କ୍ରି — କୌଣସି ବସ୍ତୁର ଚିତ୍ର ଅଙ୍କନ କରିବା — To outline or deliniate an object