ରୂପ ରାଶି Rūpa rāṡi

  • ସଂ. ବି ( 6 ଷ୍ଠୀ ତତ୍) — ଏକତ୍ର ଅବସ୍ଥିତ ରୂପସମୂହ — A collection of graces
  • ସଂ. ବି ( 6 ଷ୍ଠୀ ତତ୍) — ରୂପର ଆଧିକ୍ୟ — Excess of beauty; a mass of various items of beauty
  • ସଂ. ବି ( 6 ଷ୍ଠୀ ତତ୍) — (ଗଣିତ) ଯେଉଁ ରାଶିର ମୂଳ ପୂର୍ଣ୍ଣ ସଂଖ୍ୟାରେ ବାହାର କରାଯାଇ ପାରେ — (Mathematics) A number whose exact root can be calculated in integer