ରୂପ ତୃଷ୍ଣା Rūpa trushṇā

  • ସଂ. ବି — ସୌନ୍ଦର୍ଯ୍ୟ ଉପଭୋଗ କରିବାପାଇଁ ଲୋଭ — Aesthetic faculty; desire to enjoy the pleasure of looking at beautiful things
  • ସଂ. ବି — ସୁନ୍ଦର ବସ୍ତୁକୁ ଭୋଗ କରିବାର ଇଚ୍ଛା — A desire to enjoy beautiful things