ରୂପ ଗରିମା Rūpa garimā

  • ସଂ. ବି ( 6 ଷ୍ଠୀ ତତ୍; ରୂପ ଗରିମନ୍) — ରୂପର ଆଧିକ୍ୟ; ଅତି ସୁନ୍ଦର — Very graceful form
  • ସଂ. ବି ( 6 ଷ୍ଠୀ ତତ୍; ରୂପ ଗରିମନ୍) — [ଉ—ଉପମା—ସୃଷ୍ଟିକୁ ବୁଡ଼ାଇ ଦେଲା ତା ରୂପଗରିମା। ରାଧାନାଥ. ଉଷା।]