ରୁଡ଼ ମୁଡ଼୍ Ruṟḍ̠ muṟḍ̠

  • ଦେ. ଅ.—[ଧ୍ୱନ୍ୟନୁକରଣ] — ବିସ୍କୁଟ, ମୁଢ଼ି, ହୁଡୁମ୍ବ ଓ ଛୋଟ ଛୋଟ ମସ୍କା ବସ୍ତୁ ଚୋବା— ଇବା ଶବ୍ଦ — The sound of chewing fragile biscuits or other small things
  • ଦେ. ଅ.—[ଧ୍ୱନ୍ୟନୁକରଣ] — [ଦ୍ର—ଯେଉଁ ବସ୍ତୁମାନ ଚୋବାଇଲେ ରୁଡ଼ୁ ମୁଡ଼ୁ ଶବ୍ଦ ହୁଏ, ସେ ବସ୍ତୁମାନଙ୍କ ଅପେକ୍ଷା 'ରୁ଼ଟୁମୁଟୁ' ଶବ୍ଦ ହେବା ବସ୍ତୁମାନ ଟାଣୁଆ।]