ରୁହାଇବା Ruhāibā

  • ଦେ. କ୍ରି (ସଂ. ରୁହ୍ ଧାତୁ) — ସ୍ଥାପିତ କରିବା — To place
  • ଦେ. କ୍ରି (ସଂ. ରୁହ୍ ଧାତୁ) — ରଖାଇବା — To cause to stay; to stop
  • ଦେ. କ୍ରି (ସଂ. ରୁହ୍ ଧାତୁ) — [ଉ—ଶୁଣି ଜାନକୀ ଜେମା ଜଣାଇଲେ ଭୋ ଦେବ ଏଠାରେ ଯାନ ରୁହାଇବା। ବିଶ୍ୱନାଥ, ବିଚିତ୍ର ରାମାୟଣ।]
  • ଦେ. କ୍ରି (ସଂ. ରୁହ୍ ଧାତୁ) — ସ୍ଥିର କରିବା — To settle
  • ଦେ. କ୍ରି (ସଂ. ରୁହ୍ ଧାତୁ) — ସ୍ଥିର କରି ରଖିବା — To set
  • ଦେ. କ୍ରି (ସଂ. ରୁହ୍ ଧାତୁ) — ନିବର୍ତ୍ତାଇବା — To dissuade
  • ଦେ. କ୍ରି (ସଂ. ରୁହ୍ ଧାତୁ) — (ସଂ. ରୁହ୍ ଧାତୁ ଣିଚ୍; ରୋପି ଧାତୁ) ରୁଆଇବା; ରୋପଣ କରିବା — To plant
  • ଦେ. କ୍ରି (ସଂ. ରୁହ୍ ଧାତୁ) — ଅଟକାଇବା — To obstruct; to restrain
  • ଦେ. କ୍ରି (ସଂ. ରୁହ୍ ଧାତୁ) — [ଉ—ଏଡ଼େ ଭରସା ଗର୍ବ ବହ, ରାଜା ମଢ଼ିଆଳ ରୁହାଅ। ଜଗନ୍ନାଥ, ଭାଗବତ।]