ରୁହ Ruha

  • ସଂ. ବି (ରୁହ୍ ଧାତୁ+କର୍ତ୍ତୃ. ଅ) — ଦୂର୍ବ୍ୱା; ଦୂବ — A sort of creeping grass Cynoden
  • ସଂ. ବିଣ — ଜାତ; ଉତ୍ପନ୍ନ — Produced; born
  • ଦେ. କ୍ରି. (ରହିବା କ୍ରିୟାର ଅନୁଜ୍ଞା ବିକଳ୍ପରେ ରୂପ) — (ତୁମ୍ଭେ) ଅବସ୍ଥାନ କର — (Imperative) (you) Stay
  • ଦେ. କ୍ରି. (ରହିବା କ୍ରିୟାର ଅନୁଜ୍ଞା ବିକଳ୍ପରେ ରୂପ) — ଅପେକ୍ଷା କର — (imperative) Wait
  • ଦେ. କ୍ରି. (ରହିବା କ୍ରିୟାର ଅନୁଜ୍ଞା ବିକଳ୍ପରେ ରୂପ) — [ଦ୍ର— 'ରହିବା' କ୍ରିୟାର ଅନୁଜ୍ଞାରେ ରହ ଓ ରୁହ, କହିବା କ୍ରିୟାର ଅନୁଜ୍ଞାରେ କହ ଓ କୁହ ହୁଏ।]