ରୁହା Ruhā

  • ସଂ. ବି. ସ୍ତ୍ରୀ (ରୁହ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଦୂର୍ବା; ଦୂବ ଘାସ — Creeping grass; Cynoden
  • ସଂ. ବି. ସ୍ତ୍ରୀ (ରୁହ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ପାନିଆ (ହି. ଶ.) — Comb
  • ସଂ. ବି. ସ୍ତ୍ରୀ (ରୁହ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ମାଂସରୋହିଣୀନାମକ ବୃକ୍ଷ — The Red wood tree
  • ସଂ. ବି. ସ୍ତ୍ରୀ (ରୁହ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଲଜ୍ଜାଳୁ ଲତା — Mimosa creeper
  • ଦେ. ବି — ଉହା (ଦେଖ) — Uhā (See)